ଖୁବ ଶିଘ୍ର ମାର୍କେଟକୁ ଆସିବ ବାଉଁଶ ଫାଇବରରୁ ନିର୍ମିତ ବାଉଁଶ ନିର୍ମିତ ପ୍ୟାଣ୍ଟ ସାର୍ଟ ଶାଢି,ଏହା ଖୁବ ଶିଘ୍ର ଚହଳ ପକାଇବାକୁ ଯାଉଛି । ଏହି କପଡା ଶରୀର ପାଇଁ ଆରମଦାୟକ ହୋଇଥିବାବେଳେ ପରିବେଶ ପାଇଁ ଏହା ବେଶ ସହାୟକ ହେବ.. ଆଇଆଇଟି ଦିଲ୍ଲୀର ପ୍ରାକ୍ତନ ଛାତ୍ର ଅନୁଭବ ମିତ୍ତଲ ଏବଂ ତାଙ୍କ ପତ୍ନୀ ବିଭା ମିତ୍ତଲ ଆଇଆଇଟି କାନପୁରର ଇନଭେସନ ଆଣ୍ତ ଇନୁକ୍ୟୁବେସନ ସେଲ ସହିତ ମିଶି ବାଉଁଶ ଫାଇବରରୁ କପଡା ତିଆରି କରିବାରେ ଲାଗିଛନ୍ତି । ତେବେ ଏହି ବାଉଁଶ ତିଆରି ପୋଷାକ ସୁତା ପୋଷକ ଅପେକ୍ଷା ମହଙ୍ଗା ହେବ ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0