ଲକ୍ଷ୍ନୌ: ଦେଶରେ କରୋନା ମହାମାରୀ ର ନୂଆ ଷ୍ଟ୍ରେନ ନେଇ ଏବେ ଆତଙ୍କ ଜାରି ରହିଛି । ସ୍ୱଦେଶ ଫେରୁଥିବା ବ୍ରିଟେନ ଫେରାନ୍ତାଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ଉତ୍ତରପ୍ରଦେଶରେ କରୋନା ସଂକ୍ରମଣକୁ ନେଇ ପ୍ରଶାସନର ଚିନ୍ତା ବଢିବାରେ ଲାଗିଛି । ରାଜ୍ୟକୁ ବ୍ରଟେନରୁ ଫେରିଥିବା ୫୭୦ ଜାଣ ଳୋକଙ୍କର କୌଣସି ପତ୍ତା ମିଳୁନି । ପ୍ରାାସନ ପାଖରେ ସୋମାନଙ୍କ ସମ୍ପର୍କରେ କିଚି ବି ସୂଚନା ନାହିଁ । ଡିସେମ୍ବର ୯ରୁ ରାଜ୍ୟକୁ ଫେରିଥିବା ବି୍ରଟେନ ଫେରାନ୍ତାଙ୍କ ମୋବାଇଲ ଫୋନ ସ୍ୱିଚ୍ ଅଫ୍ ଅବା ନଟ୍ ରିଚେବୁଲ ରହିଛି । ଏହାକୁ ନେଇ ପ୍ରଶାସନ ପକ୍ଷରୁ ଏବେ ସୋମାନଙ୍କ ପକ୍ଷରୁ ଏବେ ସୋମାନଙ୍କ ଠିକଣା ଯୋଗାଡ ପାଇଁ ଯୋଜନା କରାଯାଉଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0