ବ୍ରିଟେନରୁ ଓଡିଶା ଆସିଛନ୍ତି ୧୮୮ ଜଣ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସୂଚନା । ୧୮୮ଜଣଙ୍କ ମଧ୍ୟରୁ ୧୭୯ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬୦ ଜଣଙ୍କ ନମୁନା ପରୀକ୍ଷା ହୋଇଛି । ବ୍ରିଟେନ ଫେରନ୍ତା ଓ ତାଙ୍କ ସମ୍ପର୍କୀୟଙ୍କ ଆରଟିପିସିଆର ଟେଷ୍ଟ ହୋଇଛି । ୨୦୪ ଜଣଙ୍କର ଆରଟିପିସିଆର ଟେଷ୍ଟ ହୋଇଛି । ବର୍ତ୍ତମାନ ସୁଦ୍ଧା ୭ଜଣଙ୍କର ପଜିଟିଭ ଚିହ୍ନଟ ହୋଇଛି । ବ୍ରିଟେନ ଫେରନ୍ତା ୪ ଓ ସଂସ୍ପର୍ଶରେ ଆସିଥିବା ୩ଜଣଙ୍କ ପଜିଟିଭ । ୬ଜଣଙ୍କର ଜିନମ ଷ୍ଟଡି ପାଇଁ ପଠାଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0