spot_img

ଭୁବନେଶ୍ୱରର ଜଣକୁ ଉଠାଇ ନେଲା ଏନଆଇଏ

ଭୁବନେଶ୍ୱର: ଖଣ୍ଡଗିରି ଫେଜ୨ ରୁ ଜଣକୁ ଉଠାଇ ନେଲା ଏନଆଇଏ । କେଉଁ ଲିଙ୍କ୍ରେ ଉଠାଇ ନେଇଛି ତାହା ଅସ୍ପଷ୍ଟ । ଅଜ୍ଞାତ ସ୍ଥାନରେ ଏନଆଇଏ ଟିମ୍ ର ପଚରା ଉଚରା ଜାରି । ଯୁବକ ଜଣକ ଗ୍ରାଜୁଏସନ କରୁଥିବା ଜଣାପଡିଛି । ଯୁବକଙ୍କ ନିକଟରୁ ମୋବାଇଲ୍, ଲାପଟପ ଜବତ । କୌଣସି ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିବା ସୂଚନା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular