spot_img

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହେବ ବାଇପାସ୍ ସର୍ଜରି

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର । ଗତ ଅପରାହ୍ଣରେ ‘ଦିଲ୍ଲୀ ଏମସ’କୁ ସ୍ଥାନାନ୍ତରିତ ହୋଇଥିବା ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ‘ବାଇପାସ ସର୍ଜରି’ କରାଇବା ଲାଗି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ମାର୍ଚ ୩୦ ତାରିଖ ସକାଳେ ତାଙ୍କ ହୃତ୍ପିଣ୍ଡରେ ବାଇପାସ୍ ସର୍ଜରି କରାଯିବ ବୋଲି ସ୍ଥିର କରାଯାଇଛି । ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ‘ଏମସ’ର ବିଶେଷଜ୍ଞମାନେ ତାଙ୍କର ଯତ୍ନ ନେଉଛନ୍ତି ବୋଲି ସରକାରୀ ବିବୃତିରୁ ଜଣାପଡ଼ିଛି ।ଶୁକ୍ରବାର ସକାଳେ ଛାତିରେ କଷ୍ଟ ଅନୁଭବ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular