ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା 3 ରେ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ଓ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସି) ପ୍ରମୁଖଙ୍କ ସହ ସମୀକ୍ଷା ବୈଠକ କରିବେ । କୋଭିଡ-19 ସହ ଜଡିତ ଆର୍ଥିକ ଚାପର ସମାଧାନ ପାଇଁ ଏକକାଳୀନ ଋଣ ପୁନର୍ଗଠନ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ଏହି ବୈଠକ କରାଯାଉଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0