spot_img

ଟିଆରପିରେ ବାଜି ମାରିଲା ‘ଅନୁପମା’

ମୁମ୍ବାଇ: ରାଜନ ଶାହିଙ୍କ ସୋ’ ‘ଅନୁପମା’ ପୁଣିଥରେ ଟିଆରପିରେ ବାଜି ମାରି ନେଇଛି । ‘କେବିସି’ ଓ ‘ବିଗବସ’ ଭଳି ପପୁଲାର ସୋ’ ଟପ ୫ରେ ସ୍ଥାନ ପାଇନଥିବା ବେଳେ ଅନୁପମା ରହିଛି ପ୍ରଥମ ସ୍ଥାନରେ । ଅନ୍ୟପଟେ ଦ୍ୱିତୀୟ ସ୍ଥାନରେ ରହିଛି ରିୟଲିଟି ସୋ’ ‘ ଇଣ୍ଡିଆଜ ବେଷ୍ଟ ଡ୍ୟାନସର’ । ଏହି ରିୟଲିଟି ସୋ’ ‘କୁଣ୍ଡଳି ଭାଗ୍ୟ’କୁ ଗୋଟିଏ ଷ୍ଟେପ ତଳକୁ ପଠାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular