ରାଉଲକେଲା: ଆସନ୍ତା ୨୩ ତାରିଖ ରବିବାର ଦିନ କେବଳ ରାଉଲକେଲା ମହାନଗର ନିଗମ ଅଞ୍ଚଳରେ ସଟ୍ ଡାଉନ୍ କଟକଣା କୋହଳ ହେବ । କାଲି ପଶ୍ଚିମ ଓଡିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ ପଡୁଥିବାରୁ ଲୋକେ ଘରେ ରହି ଯେପରି ପର୍ବ ପାଳନ କରିପାରିବେ ସେଥିପାଇଁ ପୂର୍ବରୁ ଜାରି ରହିଥିବା କଟକଣାକୁ ସରକାର କୋହଳ କରିଛନ୍ତି । ଏ ନେଇ ଏସ୍ଆର୍ସିଙ୍କ କର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ କୋଭିଡ-୧୯ ପାଇଁ କୌଣସି ସ୍ଥାନରେ ଜନ ସମାଗମ ହେବ ନାହିଁ । ଲୋକେ ମାସ୍କ ପିନ୍ଧି ଓ ସାମାଜିକ ଦୁରତା ରକ୍ଷା କରି ଗଣପର୍ବ ପାଳନ କରିବେ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0