ମେଡିସିନ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର । ହାର୍ଭେ ଜେ ଅଲଟର, ମାଇକେଲ ହଟନ, ଚାର୍ଲସ ଏମ ରାଇସଙ୍କୁ ମିଳିବ ନୋବେଲ । ହେପାଟାଇଟସ ‘ସି’ ଭାଇରସ ଆବିଷ୍କାର ପାଇଁ ତାଙ୍କୁ ନୋବେଲ ପୁରସ୍କାର ଦିଆଯିବ । ନୋବେଲ ପାଇଁ ଯୁଗ୍ମ ଭାବେ ୩ ଜଣଙ୍କ ନାଁ ଘୋଷଣା କରାଯାଇଛି । ଏହି ୩ ଜଣ ବୈଜ୍ଞାନିକ ନିଜ ଯୋଗଦାନ ବଳରେ ହେପାଟାଇଟସ ‘ସି’ ଭାଇରସ ଆବିଷ୍କାର କରିଥିଲେ । ତାଙ୍କର ଏହି ଯୋଗଦାନ ପାଇଁ ନୋବେଲ କମିଟି ତରଫରୁ ତାଙ୍କୁ ପୁରସ୍କାର ଦେବା ପାଇଁ ଘୋଷଣା କରାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0