spot_img

ନୋରା ଫତେହିଙ୍କୁ ଡେଟ୍‌ କରୁଛନ୍ତି ଗୁରୁ ରନ୍ଧୱା

ବଲିଉଡର ହଟ୍‌ ଏବଂ ସୁନ୍ଦରୀ ନୋରା ଫତେହି ତାଙ୍କ ଡ୍ୟାନ୍ସ ପାଇଁ ସବୁ ଆଡେ ଚର୍ଚ୍ଚା । ହେଲେ ଏବଏ ସେ ଆଉ ଏକ ଫଟୋ ପାଇଁ ଚର୍ଚ୍ଚାରେ ଅଛନ୍ତି । ବଲିଉଡ୍‌ ତଥା ପଞ୍ଜାବୀ କଣ୍ଠଶିଳ୍ପୀ ଗୁରୁ ରାନ୍ଧୱା ଓ ନୋରା ଫତେହି ଗୋଆ ଏକ ସମୁଦ୍ର କୂଳରେ ଏକାଠି ବୁଲୁଥିବାର ନଜର ଆସିଥିଲେ। ନୋରା ଫତେହି ସର୍ଟସ ଏବଂ ଫସଲ ଟପ୍ ପିନ୍ଧିଥିବାବେଳେ ଗୁରୁ ରାନ୍ଧୱା ଏକ ସର୍ଟ-ସାର୍ଟ ପିନ୍ଧିଥିବାର ନଜର ଆସିଥିଲେ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular