ନୂଆଦିଲ୍ଲୀ: ମା’ ହେଲେ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ୍ ଜହାଁ। ଗତକାଲି ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଆଜି ସେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ନିଜ ବିବାହକୁ ନେଇ ବିବାଦରେ ଥିବା ଅଭିନେତ୍ରୀ ଆଜି ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ପ୍ରସବ ପରେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଜୁନ ୧୯,୨୦୧୯ରେ ନିଖିଲ ଜୈନଙ୍କୁ ବିବାହ କରିଥିଲେ ନୁସରତ୍।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0