ଦୁବାଇ: ଆଇସିସି ଟେଷ୍ଟ ରାକିଙ୍ଗରେ ନ୍ୟୁଜଲାଣ୍ଡ ପ୍ରଥମଥର ପାଇଁ ନମ୍ବରୱାନ ସ୍ଥାନ ହାସଲ କରିଛି । ତେବେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ପାକିସ୍ତାନକୁ ହରାଇବା ପରେ ନ୍ୟୁଜଲାଣ୍ଡ ପ୍ରଥମଥର ପାଇଁ କ୍ରିକେଟ ଇତିହାସରେ ପ୍ରଥମଥର ଏହି ସଫଳତା ପାଇଛି । ଅନ୍ୟପଟେ ନ୍ୟୁଜଲାଣ୍ଡ ପଏଣ୍ଟ ସଂଖ୍ୟାରେ ଏବେ ୧୧୮ରେ ପହଁଞ୍ଚିଛି । ଯାହାକି ଦ୍ୱିତୀୟ ସ୍ଥାନକୁ ଖସିଥିବା ଅଷ୍ଟ୍ରେଲିଆ ଠାରୁ ୨ ଏବଂ ତୃତୀୟ ସ୍ଥାନୀୟ ଦଳ ଭାରତଠାରୁ ୪ ପଏଣ୍ଟ ଅଧିକ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0