spot_img

ପ୍ରଥମ ଟ୍ୱେଣ୍ଟି-୨୦ ମ୍ୟାଚରେ ପାକିସ୍ତାନକୁ ହରାଇଲା ନ୍ୟୁଜଲାଣ୍ଡ

ଅକଲାଣ୍ଡ: ପାକିସ୍ତାନ ବିପକ୍ଷ ପ୍ରଥମ ଟ୍ୱେଣ୍ଟି-୨୦ ମ୍ୟାଚକୁ ୫ ୱିକେଟରେ ଜିତିଛି ନୁ୍ୟଜିଲାଣ୍ଡ ଦଳ । ଏହି ବିଜୟ ସହ ନ୍ୟୁଜଲାଣ୍ଡ ୩ ମ୍ୟାଚ ବିଶିଷ୍ଟ ଟ୍ୱେଣ୍ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି । ତେବେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା ପାକିସ୍ତାନ । ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୧୫୩ ରନ କରିବାରେ ସକ୍ଷମ ହୋଇଥିଲା । ତେବେ ଏହାର ଜବାବରେ ମାତ୍ର ୧୮.୫ ଓଭରରେ ୫ ୱିକେଟ ହରାଇ ୧୫୬ରନ କରି ବିଜୟୀ ହୋଇଥିଲା ଘରୋଇ ଦଳ ନ୍ୟୁଜଲାଣ୍ଡ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular