ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନିକଟସ୍ଥ ବଡକୁଳ ଗ୍ରାମର ରାଜେନ୍ଦ୍ର କୁମାର ବିଶୋଇ ଙ୍କ ପୁଅ ବିକ୍ରମ ବିଶୋଇ, ସମାଜ ସେବାରେ ଅହରହ ପରିଶ୍ରମ କରି ସବୁକିଛି କୁ ଜଳାଞ୍ଜଳି ଦେଇଛନ୍ତି, ବାଲୁଗାଁ କଲେଜ ରେ ପଢିବା ସମୟ ରୁ ଗୁରୁ କୈଳାସ ଚନ୍ଦ୍ର ମହାରଣା ଙ୍କ ପ୍ରେରଣା ରେ ଆଗକୁ ବଢିଛନ୍ତି, ଗୁରୁଙ୍କୁ ଅନୁସରଣ କରି ନିଚ୍ଛକ ଭାବରେ ଜନସେବା କରି ଚାଲିଛନ୍ତି, ତାଙ୍କ ର କାର୍ୟ୍ୟ କଳାପ ଯୋଗୁଁ, ବିଭିନ୍ନ ଜାଗାରେ ସଂମ୍ମାନିତ ହୋଇଛନ୍ତି, ଉତ୍କଳ ବିଶ୍ଵବିଦ୍ୟାଳୟ ଠାରୁ ଆରମ୍ଭ କରି ରାଜ୍ୟ ସରକାର ମଧ୍ୟ୍ୟ ସଂମ୍ମାନିତ କରିଛନ୍ତି । ତାଙ୍କର ଅଭିଳାଷ ଓ ଇଛା ଶକ୍ତି ଆଜି ତାଙ୍କୁ ପଲ୍ଲୀ ରୁ ଦିଲ୍ଲୀ କୁ ଟାଣି ନେଇଛି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ତାଙ୍କୁ ସଂମ୍ମାନିତ କରିଛନ୍ତି, କ୍ଷ ବିକ୍ରମଙ୍କୁ ଭୁବନେଶ୍ୱର ଏ ଆର ପୋଟ ରୁ ନିଜ ଗ୍ରାମ କୁ ବାଜା ବଜେଇ ଫୁଲ ମାଳ ଦେଇ ପକ୍ଷଛୁଟି ଆଣିଛନ୍ତି ଲୋକେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂବେସ୍ଥା ଜଣେଇବା ସହ ବିଭିନ୍ନ ମହଲରୁ ସୂବେସ୍ଥା ରସୁଅ ଛୁଟିବାରେ ଲାଗିଛି



Visitors Today : 0
Total Visitors : 130429
Total Views : 9891960
Visitors Online Now : 0