spot_img

ପ୍ରଥମ ବିଜୟ ଲକ୍ଷରେ ରହିଛି ଓଡିଶା

ଗୋଆ: ଇଣ୍ଡିଆନ ସୁପରଲିଗରେ ଆଜି ଓଡିଶା ଏଫସି ଓ ଜାମଶେଦପୁର ଏଫସି ମୁହାଁମୁହିଁ ହେବେ । ଚଳିତ ବର୍ଷ ସଂସ୍କରଣରେ ପ୍ରଥମ ବିଜୟ ଲକ୍ଷରେ ରହିଛି ଓଡିଶା । ଉଭୟ ଦଳ ଦ୍ୱିତୀୟ ଥର ପାଇଁ ତିଲକ ମଇଦାନରେ ଆଜିର ମ୍ୟାଚ ଖେଳିବା ପାଇଁ ଯାଉଛନ୍ତି । ତେବେ ହାଇଦ୍ରାବାଦ ବିପକ୍ଷ ପ୍ରଥମ ମ୍ୟାଚରେ ଓଡିଶା ପରାସ୍ତ ହୋଇଥିଲା । ସେହିପରି ଜାମଶେଦପୁର ମଧ୍ୟ ବିପକ୍ଷ ଚେନ୍ନାଇ ଠାରୁ ୧-୨ ଗୋଲରେ ପରାସ୍ତ ହୋଇଥିଲା । ତେଣୁ ଆଜି ଉଭୟ ଦଳ ଆଜିର ମ୍ୟାଚକୁ ଜିତିବା ଲକ୍ଷରେ ପଡିଆକୁ ଓହ୍ଲାଇବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular