ଖୋର୍ଦ୍ଧା: ଖୋର୍ଦ୍ଧାରେ ଦେଖିବକୁ ମିଳିଛି ଓଡିଶା ବନ୍ଦର ପ୍ରଭାବ । ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଏହି ପ୍ରତିବାଦ ହୋଇଥିଲା । କଂଗ୍ରେସର ବହୁ କର୍ମୀ ପିକେଟିଂ କରି ଜନସାଧାରଣଙ୍କୁ ଓଡିଶା ବନ୍ଦକୁ ସଫଳ କରିବା ପାଇଁ ନିବେଦନ କରିଥିଲେ । ଏହି ସମୟରେ ଖୋର୍ଦ୍ଧାର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ସହ ସମସ୍ତ ସରକାରୀ ଓ ବେସରକାରୀ କର୍ଯ୍ୟାଳୟ ସମ୍ପୁର୍ଣ୍ଣ ବନ୍ଦ ହୋଇଥିଲା ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0