ଭୁବନେଶ୍ୱର: ରାଜ୍ୟରେ ହାଡ଼ଭଙ୍ଗା ଶୀତ ୧୩ ଡ଼ିଗ୍ରି ତଳେ ୧୦ ସହର । ଆସନ୍ତା ୪୮ ଘଂଟା ମଧ୍ୟରେ ରାଜ୍ୟରେ ରାତିର ତାପମାତ୍ରାରେ ହ୍ରାସ ପାଇବ । ୪ରୁ ୫ ଡ଼ିଗ୍ରି ତଳେ ତାପମାତ୍ରା ରହିବା ନେଇ ପାଣିପାଗ ବିଭାଗ ପୁର୍ବାନୁମାନ କରିଛି । ଉତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ପବନ ପ୍ରବାହିତ ହେଉଛି । ତେବେ କିଛି ସ୍ଥାନରେ ଘନ କୁହୁଡ଼ି ଦେଖା ଦେଉଛି । କନ୍ଧମାଳର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୨ ଡ଼ିଗ୍ରୀ ଉପରେ ରହିଛି । ସେହିପରି କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ମଧ୍ୟ ଶୀତ କମିଛି । ଏହା ସତ୍ୱେ ଆଗାମୀ ୫ଦିନ ଶୀତ ଲହରୀ ଜାରି ରହିବ ବୋଲି ସୁଚନା ଦେଇଛି ପାଣିପାଗ ବିଭାଗ । ଗତ କିଛି ବର୍ଷ ତୁଳନାରେ ଏବର୍ଷ ଶୀତ କମ୍ ରହିଛି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0