କୋରୋନା ସଙ୍କଟ ଗୁରୁତର ହେବା ସହ ଅଶୋଧିତ ତୈଳ ଦାମରେ ଭାରୀ ହ୍ରାସ ହୋଇଛି । ବେଞ୍ଚମାର୍କ ଅଶୋଧିତ ତୈଳ ବ୍ରେଣ୍ଟ କ୍ରୁଡ ଦାମ ବ୍ୟାରେଲ ପ୍ରତି 40 ଡଲାର ତଳକୁ ଖସିଆସିଛି । ଯାହାକି ଜୁନ ପରେ ସର୍ବନିମ୍ନ ସ୍ତର । ଅନ୍ତରାଷ୍ଟ୍ରୀୟ ବଜାରରେ ବ୍ରେଣ୍ଟ କ୍ରୁଡ ଆଜିକୁ ଲଗାତାର 6 ଦିନ ଧରି ଦୁର୍ବଳ ସହ କାରବାର କରୁଛି ।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0