spot_img

ଘୁଞ୍ଚିଲା OJEE ଅନଲାଇନ୍ ପରୀକ୍ଷା

ଭୁବନେଶ୍ୱର : ଘୁଞ୍ଚିଲା OJEE ଅନଲାଇନ୍ ପରୀକ୍ଷା । କରୋନା ପାଇଁ ଘୁଞ୍ଚିଲା OJEE ଅନଲାଇନ ପରୀକ୍ଷା । ଆସନ୍ତା ମାସରେ ହୋଇପାରେ OJEE ଅନଲାଇନ୍ ପରୀକ୍ଷା । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ସେପ୍ଟେମ୍ବର ୯ରୁ ୧୫ ତାରିଖ ଯାଏଁ ହେବାକୁ ଥିବା ପରୀକ୍ଷା ପାଇଁ ରାଜ୍ୟରେ ୨୧ଟି ଓ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର ହୋଇଥିଲା । ରାଜ୍ୟ ବାହାରେ ହୋଇଥିବା ପରୀକ୍ଷା କେନ୍ଦ୍ର ଗୁଡିକ ରାଞ୍ଚି, କୋଲକାତା ଓ ପାଟନାରେ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular