spot_img

ଲୁହା ରାକ ତଳେ ଚାପି ହୋଇ ସିପାହୀଙ୍କ ମୃତ୍ୟୁ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଇଭିଏମ ଷ୍ଟ୍ରଙ୍ଗ ରୁମରେ ରାତି ଡ୍ୟୁଟି କରୁଥିବା ସମୟରେ ଲୁହା ର୍ୟାକ ପଡି ସିପାହୀଙ୍କ ମୃତ୍ୟୁ ହୋଇଛି । ମୃତ ସିପାହୀ ଜଣଙ୍କ ଓଡିଶା ଏଗଜୁଲାରୀ ପୋଲିସ ଓଏପିଏଫ ପ୍ରକାଶ ଭୋଇ । ଗୁରୁବାର ଇଭିମ ଷ୍ଟ୍ରଙ୍ଗ ରୁମରେ ରାତିରେ ସିପାହୀ ଜଣଙ୍କ ଡ୍ୟୁଟି କରୁଥିଲେ । ବିଳମ୍ବିତ ରାତିରେ ଲୁହା ର୍ୟାକ ଧରି ପାହାଚ ଚଢିବା ସମୟରେ କୌଣସି କାରଣ ବଶତଃ ଲୁହା ର୍ୟାକ ତାଙ୍କ ଉପରେ ପଡିଯାଇଥିଲା । ସାଥିରେ ଥିବା ଅନ୍ୟ ସିପାହୀମାନେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular