ନୂଆଦିଲ୍ଲୀ: ପଞ୍ଜାବରେ ଦୀର୍ଘ ଦିନର ଆନ୍ଦୋଳନ ପରେ ଆଜି ଆନ୍ଦୋଳନରୁ ଓହରିବା ପାଇଁ ନିଷ୍ପତି ନେଇଛନ୍ତି କୃଷକ ସଂଗଠନ । ଏହା ସହ ଟ୍ରେନ ଚଳାଚଳ ପାଇଁ ଅନୁମତି ମଧ୍ୟ ଦେଇଛନ୍ତି । ଆସନ୍ତା ୧୫ ଦିନ ପର୍ୟ୍ୟନ୍ତ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବନାହିଁ ବୋଲି ପଂଜାବ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି । ୧୫ ଦିନ ମଧ୍ୟରେ ଯଦି ସରକାର ବିବାଦୀୟ କୃଷି ଆଇନ ସଂକ୍ରାନ୍ତରେ କୌଣସି କଥାବାର୍ତ୍ତା ଆରମ୍ଭ ନକରନ୍ତି ତେବେ ପୁଣିଥରେ ଆନ୍ଦୋଳନ ହେବ ବୋଲି ପଂଜାବ କୃଷକ ସଂଗଠନ ପକ୍ଷରୁ ଚେତାଇ ଦିଆଯାଇଛି।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0