spot_img

ସ୍ପୁଟନିକ-୫ ଟିକାକୁ ପରୀକ୍ଷଣ ଅନୁମତି

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଭାରତରେ ରୁଷୀୟ କୋଭିଡ-୧୯ ଟିକା ସ୍ପୁଟନିକ୍-୫ର ଦ୍ୱିତୀୟ ପର୍ଯ୍ୟାୟ ଟିକା ପରୀକ୍ଷଣ ହେବ । ଏହି ନେଇ ଶୁକ୍ରବାର ସିଡିଏସସିଓ ର ଏକ ବିଶେଷଜ୍ଞ କମିଟି ଡକ୍ଟର ରେଡିସ୍ ଲାବରେଟୋରିଜ୍ କୁ ଅନୁମତି ପ୍ରଦାନ କରିଛନ୍ତି । ପ୍ରାରମ୍ଭିକ ପରୀକ୍ଷାରେ ସମସ୍ୟା ସୃଷ୍ଟି କାରଣରୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ଡକ୍ଟର ରେଡିସ୍ ଲାବରେଟୋରିଜ୍ ସଂଶୋଧିତ ପ୍ରୋଟକଲ ଆଣିିଛି । ନୂତନ ପ୍ରୋଟକଲ୍ ଅନୁସାରେ, ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ୧୦୦ ଜଣ ସ୍ୱେଚ୍ଛାସେବୀ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ୧୪ ଶହ ସ୍ୱେଚ୍ଛାସେବୀଙ୍କୁ ସାମିଲ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular