spot_img

ଆମେରିକାରେ ଫାଇଜର ଟିକାକୁ ସବୁଜ ସଂକେତ

ନୂଆଦିଲ୍ଲୀ : ଆମେରିକାରେ ଫାଇଜର ଟିକାକୁ ମିଳିଛି ସବୁଜ ସଂକେତ । ଶୁକ୍ରବାର ବିଳମ୍ବିତ ରାତିରେ ଫାଇଜର୍ ବାଇଟେକ୍ କୋଭିଡ଼ ୧୯ ଟିକାକୁ ସାମୁହିକ ବ୍ୟବହାର ପାଇଁ ଅନୁମତି ମିଳିଛି । ରାଷ୍ଟରପତି ଡ଼ୋନାଲ୍ଡ ଟ୍ରମ୍ପ ତୁରନ୍ତ ଟ୍ୱୁଟରେ ଏସମ୍ପର୍କରେ ସୁଚନା ଦେଇଛନ୍ତି । ୨୪ ଘଂଟାରେ ପ୍ରଥମ ପ୍ରତିରୋପଣ କରାଯିବ ବୋଲି ଟ୍ରମ୍ପ ଉଲ୍ଲେଖ କରିଛନ୍ତି । ବ୍ରିଟେନ,ବାହାରେନ, କାନାଡ଼ା,ସାଉଦି ଆରବ ଏବଂ ମେକ୍ସିକ ପରେ ଏହି ଦୁଇ ଡ଼ୋଜ ବ୍ୟବସ୍ଥାକୁ ଅନୁମୋଦନ କରିବାରେ ଆମେରିକା ବର୍ତମାନ ଷଷ୍ଠ ଦେଶ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular