କଡ଼ା ସୁରକ୍ଷା ଭିତରେ ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଚାଲିଛି । ୧୨ ରାଉଣ୍ଡ ଗଣତି ଶେଷ ହୋଇଛି । ୧୨ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୪୭,୦୯୪ଭୋଟ୍ରେ ଆଗୁଆ ଥିବା ସୂଚନା ମିଳିଛି ।
। ସେହିପରି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୩୩,୬୭୫ ଓ କଂଗ୍ରେସର ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ୨୭୦୫ ଖଣ୍ଡ ଭୋଟ୍ ମିଳିଥିବା ସୂଚନା ମିଳିଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 1