କଡ଼ା ସୁରକ୍ଷା ଭିତରେ ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଚାଲିଛି । ୧୭ ରାଉଣ୍ଡ ଗଣତି ଶେଷ ହୋଇଛି । ୧୭ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୬୭,୯୨୫ ଭୋଟ୍ରେ ଆଗୁଆ ଥିବା ସୂଚନା ମିଳିଛି ।
। ସେହିପରି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୪୮,୫୯୭ ଓ କଂଗ୍ରେସର ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ୩୨୯୩ ଖଣ୍ଡ ଭୋଟ୍ ମିଳିଥିବା ସୂଚନା ମିଳିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0