ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପନିର୍ବାଚନ ।ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ।
ଉପନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । କରୋନା କାରଣରୁ ସ୍ଥଗିତ ରହିଥିଲା ପିପିଲି ଉପନିର୍ବାଚନ ।
ପିପିଲି ସହିତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ଉପନିର୍ବାଚନ ହେବ

Visitors Today : 1
Total Visitors : 130301
Total Views : 9891804
Visitors Online Now : 0