ଏସସିବି ମେଡିକାଲ କଲେଜ ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗରେ ପ୍ଲାଜ୍ମା ଦାନ କରିଛନ୍ତି ରାଜ୍ୟ ପର୍ୟ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ବଡ଼ ମେଡିକାଲରେ ପ୍ଲାଜମା ଦାନ କରିଛନ୍ତି। ବଡ ମେଡିକାଲରେ ଏଯାଏ ପାଖାପାଖି ଆଠ ଶହରୁ ଅଧିକ ବ୍ୟକ୍ତି ପ୍ଲାଜମା ଦାନ କରି ସାରିଲେଣି।



Visitors Today : 1
Total Visitors : 130220
Total Views : 9891693
Visitors Online Now : 0