spot_img

୭ଟି ବେଆଇନ ବାଲି ବୋଝେଇ ଟ୍ରକକୁ ଜବତ କଲା ପୁଲିସ

ଖଲ୍ଲିକୋଟ: ମାଧପୁରଠାରୁ ଆନ୍ଧ୍ରକୁ ବାଲି ଚାଲାଣ ହେଉଥିବା ବେଳେ ୭ଟି ଟ୍ରକକୁ ଜବତ କରିଛି ଛତ୍ରପୁର ପୁଲିସ । ସେଥିମଧ୍ୟରୁ ୪ଟି ଆନ୍ଧ୍ରପ୍ରଦେଶର ହୋଇଥିବା ବେଳେ ଗୋଟିଏ ଛତିଶଗଡ ଓ ୨ଟି ଓଡିଶାର ଟ୍ରକ୍ ରହିଛି । ଅନ୍ୟପଟେ ବିଧାନସଭାରେ ମଧ୍ୟ ବାଲି ଚାଲାଣ ନେଇ ଉଦବେଗ ପ୍ରକାଶ କରିଥିଲେ ବିରୋଧୀ ଦଳର ନେତା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular