spot_img

ନାଳରେ ପଡିଛି ବ୍ୟବହୃତ ପିପିଇ କିଟ୍

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ପଞ୍ଚାୟତ ଡୁମୁରିଗୁଡା ଗ୍ରାମର ନେଉଳିଜୁଳି ନାଳ ନିକଟରେ ପଡି ରହିଛି ପିପିଇ କିଟ୍ । ନାଳ ନିକଟରେ ଏସବୁ ଫିଙ୍ଗା ଯାଇଥିବା ଦେଖି ସଂକ୍ରମଣ ଆଶଙ୍କାରେ ଭୟଭୀତ ଅଛନ୍ତି ଗ୍ରାମବାସୀ । ପିପିଇ କିଟ ସହିତ ହେଡକ୍ୟାପ୍, ଫେସ ସିଲ୍ଡ ଓ ବ୍ୟବହୃତ ହୋଇଥିବା କିଛି ମାସ୍କ ମଧ୍ୟ ପଡିରହିଛି । କିଏ ଓ କାହିଁକି ଏପରି ଏହି ଜିନିଷଗୁଡିକୁ ଏଠାରେ ଫିଙ୍ଗିଛି ତାହା ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular