ରାଜ୍ୟରେ ହଷ୍ଟେଲ ଫି ଛାଡ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ରାଜ୍ୟରେ କରୋନା ସ୍ଥିତି ଲାଗି ରହିଥିବାରୁ ପ୍ରାୟ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିଛି । ଏପରି ସମୟରେ ଅନେକ ଲୋକଙ୍କ ପକ୍ଷେ ପିଲାଙ୍କ ସ୍କୁଲ ଫି ଦେବା ଏପ୍ରକାର ଅସମ୍ଭବ ହୋଇଛି । ତେଣୁ ରାଜ୍ୟରେ ହଷ୍ଟେଲ ଫି ଛାଡ ସହ ସ୍କୁଲ ଫି ୫୦ ପ୍ରତିଶତ ହ୍ରାସ ପାଇଁ ମଧ୍ୟ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହାସହ ମଧ୍ୟ କରୋନା ଯୋଦ୍ଧାଙ୍କ ପିଲାଙ୍କୁ ସମସ୍ତ ସ୍କୁଲ ଫି ଛାଡ଼ କରିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ।
• full exemption of school fees for the wards of the Corona Warriors.
• 50% relaxation of school fees for the remaining students.
• Full exemption of hostel fees during the period of the closure of hostels in all educational institutions. (2/2) pic.twitter.com/zwHFV8KWJR
— Pratap Sarangi (@pcsarangi) August 27, 2020



Visitors Today : 1
Total Visitors : 130170
Total Views : 9891616
Visitors Online Now : 0