ଭଦ୍ରକ: ପାଣି ଘେରରୁ ଉଦ୍ଧାର ହେଲେ ଗର୍ଭବତୀ ମହିଳା। ଭଣ୍ଡାରିପୋଖରୀ ବ୍ଲକ ଜଳହରି ଗ୍ରାମ ବନ୍ୟା ଘେରରେ ରହିଛି। ପାଣି ମାଡିବା ଯୋଗୁଁ ଘର-ଦୁଆର ବୁଡ଼ି ଯାଇଥିଲା। ଯାହାଫଳରେ ପାଣି ଘେରରେ ଗର୍ଭବତୀ ମହିଳା ଜଣକ ରହି ଯାଇଥିଲେ। ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛି। ଏଥିସହ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲକୁ ପଠାଇବା ଲାଗି ବନ୍ଦୋବସ୍ତ କରାଯାଇଛି।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0