ପୁରୀ: ଆଜିଠୁ ତିନିଦିନ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ। ଶନିବାର ଓ ରବିବାର ସଟ୍ଡାଉନ୍ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ସେପଟେ ଅଗଷ୍ଟ ୩୦ ଜନ୍ମାଷ୍ଟମୀରେ ଭକ୍ତଙ୍କ ଭିଡ଼ରୁ ସଂକ୍ରମଣ ଆଶଙ୍କା ଥିବାରୁ ଏହି ଦିନ ମଧ୍ଯ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0