spot_img

ବିରଳ ଅଜଗର ସାପ ଉଦ୍ଧାର

ବଲାଙ୍ଗିର : ବଲାଙ୍ଗିର ଶିବ ମନ୍ଦିର ନିକଟରୁ ୧୧ ଫୁଟର ଅଜଗର ସାପ ଉଦ୍ଧାର ହୋଇଛି । ସ୍ଥାନୀୟ ପି ଆର ହାଇସ୍କୁଲ ନିକଟ ଏକ ଗଛରୁ ସାପଟିକୁ ଉଦ୍ଧାର କଲା ସ୍ନେକ୍ ହେଲ୍ପଲାଇନ । ଉଦ୍ଧାର ପରେ ପ୍ରାଣୀ ବନବିଭାଗ ପକ୍ଷରୁ ଚିକିତ୍ସା କରୁଛି ବନ ବିଭାଗ । ଗତ ବନ୍ୟା ବେଳେ ଅଜଗରଟି ସ୍ଥାନୀୟ ପି ଆର୍ ହାଇସ୍କୁଲରେ ରହି ଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular