spot_img

ସାର୍ବଭୌମତ୍ୱରେ ସାଲିସ କରିବନି ଭାରତ : ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ରାଫେଲ ବିମାନ ଆଜି ସାମିଲ ହୋଇଛି ଭାରତୀୟ ବାୟୁସେନାରେ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବକ୍ତବ୍ୟ ଦେଶର ମନୋବଳ ବଢ଼ାଇଛି । ବିଶ୍ୱଶାନ୍ତି ପାଇଁ ଭାରତ ସର୍ବଦା ଚେଷ୍ଟିତ । ସାର୍ବଭୌମତ୍ୱ ରକ୍ଷା ନେଇ ଭାରତ କେବେ କୌଣସି ସାଲିସ କରିବନି ବୋଲି ସେ କହିଛନ୍ତି । ଭାରତୀୟ ସୈନିକଙ୍କ ମନୋବଳ ଲୁହା ପରି ସୁଦୃଢ଼ ରହିଛି । ସମସ୍ତ ପ୍ରକାର ଚ୍ୟାଲେଞ୍ଜର ମୁକାବିଲା କରିବାକୁ ବାୟୁସେନା ସମର୍ଥ । ସୀମାପାର ପ୍ରାୟୋଜିତ ଆତଙ୍କବାଦକୁ ପ୍ରତିହତ ପାଇଁ ଆମେ ଜାଗ୍ରତ ଅଛୁ ବୋଲି ରାଜନାଥ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular