spot_img

କୃଷକ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ସମୟରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି । ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧି କୃଷକଙ୍କ କୃଷକ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ରାହୁଲକୁ ନେଇ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଆଉ କେତେ ଅନ୍ନଦାତାଙ୍କୁ ବଳିଦାନ ଦେବାକୁ ପଡିବ ? କୃଷି ବିରୋଧୀ ଆଇନ କେବେ ଶେଷ ହେବ? ଋାହୁଲ ଏପରି କହି ସିଧାସଳଖ ଭାବରେ ସରକାରଙ୍କୁ ଟାଗେର୍ଟ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular