ମୁମ୍ବାଇ: ମୁମ୍ବାଇରେ ଜଣେ ୨୨ ବର୍ଷୀୟ ଯୁବତୀଙ୍କ ସହ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ ଅନୁଯାୟୀ, ୩ ଜଣ ଯୁବକ ଯୁବତୀଙ୍କୁ ଏକ ନିର୍ବନ୍ଧ ସମାରୋହକୁ ଡାକି ତାଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ନଭେମ୍ବର ୮ ତାରିଖର ବୋଲି ଜଣାପଡିଛି। ଯୁବତୀ କାହଁହିଛନ୍ତି ଯେ ଅନ୍ଧେରି-କୁର୍ଲା ରୋଡ୍ ସ୍ଥିତ ଏକ ହୋଟେଲରେ ତାଙ୍କ ସହ ୩ଯୁବକ ଗଣଦୁଷ୍କର୍ମ କରିଛନ୍ତି। ପୋଲିସ ଯୁବତୀଙ୍କ ଅଭିଯୋଗ କ୍ରମେ ମାମଲା ରୁଜ୍ଜୁ କରିଛି। ୩ ଯୁବକ ଫେରାର ଅଛନ୍ତି। ପୋଲିସ ସେମାନଙ୍କୁ ଖୋଜୁଛି



Visitors Today : 5
Total Visitors : 130174
Total Views : 9891621
Visitors Online Now : 0