ପ୍ୟାର ତୁନେ କ୍ୟା କିୟା, ରୋଡ ଭଳି ଅନେକ ସଫଳ ଫିଲ୍ମରେ ନିର୍ଦେଶନା ଦେଇଥିବା ରତନ ମୁଖାର୍ଜୀ ଆଉ ନାହାନ୍ତି । ରବିବାର ଜୟପୁରରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ ଏପ୍ରିଲ ମାସରୁ ସେ କିଡନୀ ରୋଗରେ ପୀଡିତ ଥିବାବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ଫୁସ୍ଫୁସ୍ ସଂକ୍ରମଣ ହୋଇଥିବାା ଜଣାପଡିଛି । ଅଭିନେତା ମନୋଜ ବାଜପେୟୀ, ନିର୍ଦେଶକ ଅନୁଭବ ସିହ୍ନା, ଫିଲ୍ମ ନିର୍ମାତା ହଂସଲ ମେହତା ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରି ଟ୍ୱିଟ କରିଛନ୍ତି । ମନୋଜ ବାଜପେୟୀ ଟ୍ୱିଟ୍ କରିଛନ୍ତି – ମୋର ବିଶ୍ୱାସ ହେଉନାହିଁ କି ଆମେ ପୁଣି ଥରେ ଏକାଠି ବସି ଆମ କାମ ବିଷୟରେ କଥା ହୋଇପାରିବା ନାହିଁ । ଯେଉଁଠି ରହ ଖୁସିରେ ରହ ।
My friend and director of Road ,Rajat Mukherjee passed away in the early hours today in Jaipur after a long battle with illness!!! Rest in peace Rajat !!Still can’t believe that we will never meet or discuss our work ever again.khush reh jaha bhi reh.🙏🙏🙏
— manoj bajpayee (@BajpayeeManoj) July 19, 2020



Visitors Today : 0
Total Visitors : 130166
Total Views : 9891611
Visitors Online Now : 0