ମହାମାରୀ କରୋନା ପାଇଁ ଚଳିତ ବର୍ଷ ଫିକା ପଡିଛି ଦଶହରା । ତେବେ ଏହି ମଧ୍ୟରେ କଟକରେ ପ୍ରଶାସନର ଅନୁମତି କ୍ରମେ ରାବଣ ପୋଡି ଉତ୍ସବକୁ ଅନୁମତି ମିଳିଛି। ଏହି ଉତ୍ସବ ବିନା ଦର୍ଶକରେ ହେବ। ଫେସବୁକ ଏବଂ ୟୁଟ୍ୟୁବ୍ ଲାଇଭ କରାଯିବ। ଦର୍ଶକମାନେ ଘରେ ବସି ଏହି ଉତ୍ସବକୁ ଦେଖିପାରିବେ। ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ନାମରେ ଏକ ଫେସବୁକ ପେଜ ଓ ୟୁଟ୍ୟୁବ ପେଜ ଖୋଲାଯାଇଥିବା ବେଳେ ସେଥିରେ ସମସ୍ତ କାର୍ୟ୍ୟକ୍ରମର ସିଧା ପ୍ରସାରଣ କରାଯିବ ବୋଲି ସୂଚନା ଦିଆଯାଇଛି ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0