ସମ୍ବଲପୁର: ଭିସୁଟ୍ରେ କାର୍ଯ୍ୟରତ କିଛି ମହିଳା କର୍ମଚାରୀ କୂଳପତିଙ୍କ ବିରୋଧରେ ଆଣିଥିଲେ ସାଙ୍ଘାତିକ ଅଭିଯୋଗ ।ଅଧ୍ୟାପିକାଙ୍କୁ କୂଳପତି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । କ୍ଲିନ୍ଚିଟ୍ ପାଇବା ପରେ ମୁହଁ ଖୋଲିଛନ୍ତି କୁଳପତି । ତାଙ୍କ ବିରୋଧରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହିତ ଏହା ତାଙ୍କ ବିରୋଧରେ ନୁହଁ, ବରଂ ଏହି ଅଭିଯୋଗ ସବୁ ଭିସୁଟ ଉପରେ ଆଉ ସମଗ୍ର ଓଡିଶା ଉପରେ ଲାଗିଥିବା କୂଳପତି ପ୍ରକାଶ କରିଛନ୍ତି । କୂଳପତିଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହିନ ଥିବା ବେଳେ ଏହା କୂଳପତିଙ୍କୁ ନା ଭିସୁଟକୁ ବଦନାମ କରିବା ପାଇଁ ଏକ ସୁପରିକଳ୍ପିତ ଯୋଜନା ବୋଲି କହିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0