ଟେନିସ ତାରକା ସେରେନା ୱିଲିୟମସ ନିଜର ୨୪ତମ ଗ୍ରାଣ୍ଡସ୍ଲାମ୍ ଦୌଡ଼ର ପ୍ରଥମ ମ୍ୟାଚରେ ବାଜି ମାରିଛନ୍ତି । କିନ୍ତୁ ତାଙ୍କ ବଡ଼ ଭଉଣୀ ଭେନସ୍ ୱିଲିୟମଙ୍କୁ କିନ୍ତୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି । ସେରେନା ୱିଲିୟମସ ଆର୍ଥର ଷ୍ଟାଡିୟମରେ କ୍ରିଷ୍ଟି ଆନଙ୍କୁ ୭-୫, ୬-୩ ସେଟ୍ରେ ହରାଇ ଦେଇଛନ୍ତି । ଏହା ସହିତ ଆମେରିକା ଓପନରେ ସେ ନିଜର ରେକର୍ଡ ୧୦୨ ତମ ବିଜୟ ହାସଲ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0