ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୋରଖପୁର ଗସ୍ତରେ ଯାଇ ସମସ୍ତଙ୍କୁ ସମ୍ବୋଧନ କରିଛନ୍ତି | ଏହି ଅବସରରେ ସେ ଏମ୍ସ ହସ୍ପିଟାଲ ଉଦଘାଟନ କରିଛନ୍ତି | ଏହି ସମ୍ବୋଧନରେ ସେ ସିଧା ସପାକୁ ଟାର୍ଗେଟ କରିଛନ୍ତି | ସେ କହିଛନ୍ତି ଯେ ନାଲି ଟୋପି ବାଲାଙ୍କୁ ସରକାର ତିଆରି କରିବା ଦରକାର | କାରଣ ତାଙ୍କୁ ୟୁପିରେ ଘୋଟଲା ଦରକାର | ନାଲି ଟୋପି ବାଲାଙ୍କୁ କେବଳ କ୍ଷମତା ଆଉ ନାଲି ବତୀରେ ମତଲବ ଥାଏ | ଏମାନେ ୟୁପି ପାଇଁ ରେଡ ଆଲର୍ଟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି | ନାଲି ଟୋପି ଵାଲା ଆତଙ୍କବାଦୀଙ୍କ ଉପରେ ସହାନୁଭୂତି ଦେଖାନ୍ତି | ପ୍ରଥମରୁ ଏଠିକାର ଯେଉଁ ସରକାର ଥିଲେ ସେ ଅପରାଧୀଙ୍କୁ ସୁରକ୍ଷା ଦେଇଥିଲେ | ସେଥିପାଇଁ ଉତ୍ତରପ୍ରଦେଶ ଏତେ ବଦନାମ ହୋଇଛି |



Visitors Today : 1
Total Visitors : 129939
Total Views : 9891293
Visitors Online Now : 0