କନ୍ଧମାଳ: ବଡ଼ଦିନରେ ଚର୍ଚ୍ଚ ଯିବା ମନା । କରୋନା ମହାମାରୀ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ଏହି ନିଷ୍ପତି ନେଇଛି । କନ୍ଧମାଳରେ ଡ଼ିସେମ୍ବର ୨୫ରେ ବଡ଼ଦିନ ଉପଲକ୍ଷେ ଚର୍ଚ୍ଚ ଯିବା ଉପରେ କଟକଣା ଜାରି କରାଯାଇଛି ।ଚର୍ଚ୍ଚରେ ସାଜସଜ୍ଜା କି ଲାଇଟ୍ ମଧ୍ୟ ଲାଗିବ ନାହିଁ । କେବଳ ୧୫ ଜଣଙ୍କ ମଧ୍ୟରେ ଚର୍ଚ୍ଚରେ ବଡ଼ଦିନ ପାଳନ କରାଯିବ । ଅନ୍ୟମାନେ ଘରେ ରହି ବଡ଼ଦିନ ପାଳକ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0