ବାଙ୍କୀ : କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କୁସୁପଙ୍ଗି ଗ୍ରାମ ନିକଟ ବଡଶଙ୍ଖଠାରେ ଏକକଳା ମୁଗୁନି ପଥର ବୋଝେଇ ହାଇୱା ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୋମବାର ଭୋର ସମୟରେ ହାଇୱା ଟ୍ରକଟି ଦ୍ରୁତଗତିରେ ଆସି ଗଛରେ ପିଟିହୋଇQò । ଗଛରେ ପିଟିହୋଇ ତୃତୀୟ ଗଛରେ ଧକ୍କାହେବା ଯୋଗୁଁ ଡ୍ରାଇଭର ଚାପିହୋଇ ରହିଯାଇଥିଲେ । ଦୁର୍ଘଟଣା ଫଳରେ ଟ୍ରକରେ ଡ୍ରାଇଭର ଚାପି ହୋଇ ରହିଯାଇଥିଲେ । ଡ୍ରାଇଭରକୁ ଉଦ୍ଧାର କରିଛି ଡମପଡା ଅଗ୍ନିଶମ ବାହିନୀ । ଉଦ୍ଧାର ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0