spot_img

ସଚିନଙ୍କୁ ପଛରେ ପକାଇଲେ ଏହି ପ୍ରସିଦ୍ଧ କ୍ରିକେଟର

ସିଡନୀ: ଅଷ୍ଟ୍ରେଲିଆ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ନିଜର ଖରାପ ଫର୍ମରୁ ପୁରୁଣା ଫର୍ମକୁ ଫେରିଛନ୍ତି । ଷ୍ଟିଭ ସ୍ମିଥ ନିଜର ପୁରୁଣା ଫର୍ମକୁ ଫେରି ୨୭ ତମ ଟେଷ୍ଟ ଶତକ ହାସଲ କରିଛନ୍ତି । ତେବେ ଷ୍ଟିଭ ସ୍ମିଥ ୧୪ ଇନିଂସ ପରେ ଟେଷ୍ଟରେ ଶତକ ହାସଲ କରିଛନ୍ତି । ଅନ୍ୟପଟେ ଡନ ବ୍ରାଡମ୍ୟାନଙ୍କ ପରେ ଷ୍ଟିଭ ସ୍ମିଥ ଦ୍ରୁତତମ ୨୭ ଟେଷ୍ଟ ହାସଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଷ୍ଟିଭ ସ୍ମିଥ ସଚିନ ଏବଂ ଭାରତୀୟ ଦଳର କ୍ୟାପଟେନ କୋହଲିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ତେବେ ସଚିନ ଏବଂ କୋହଲି ୧୪୧ ଇନିଂସରେ ଏହି ରେକର୍ଡ ସ୍ଥାପନ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular