spot_img

ଆରୟାନନ୍ଦ ବାବୁ ହେଲେ ସାରେଗାମାପା ଲିଟିଲ ଚାମ୍ପସ ବିଜେତା

ମୁମ୍ବାଇ: ଜି ଟିଭି ପ୍ରସାରିତ ସାରେଗାମାପା ଲିଟିଲ ଚାମ୍ପସ ସିଜିନ୮ ର ବିଜେତା ହୋଇଛନ୍ତି ଆରୟାନନ୍ଦ ବାବୁ । ଟପ ୭ ଫାଇନାଲିଷ୍ଟଙ୍କ ମଧ୍ୟରେ ସେ ସ୍ଥାନ ପାଇଥିଲେ । ଶୋ ର ବିଜେତା ଭାବେ ତାଙ୍କୁ ଟ୍ରଫି ସହ ୫ଲକ୍ଷ ଟଙ୍କାର କ୍ୟାସ ପା୍ରଇଜ ଦିଆଯାଇଛି ।

kkjସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି କେରଳରୁ ଆସିଥିବା ଆରୟାନନ୍ଦ ବାବୁଙ୍କୁ ହୀନ୍ଦି ଜଣାନଥିଲା । କିନ୍ତୁ ତାଙ୍କର ମଧୁର କଣ୍ଠ ଆଗରେ ଫିକା ପଡ଼ିଛି ଭାଷାର ଜ୍ଞାନ । ଭାଷାର ଜ୍ଞାନ ନଥାଇ ମଧ୍ୟ ଶୋରେ ଜଜ ଥିବା ହିମେଶ ରେସମିୟା, ଅଲକ ୟାଜ୍ଞନି ଏବଂ ଜାବେଦ ଅଲିଙ୍କ ଭଳି ବଡ଼ ବଡ଼ ଗୀତିକାରଙ୍କ ମନ ଜିତି ପାରିଥିଲେ ଆରୟାନନ୍ଦ ବାବୁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular