spot_img

ଶେଷ ଟି-୨୦ ମ୍ୟାଚରେ ଏସସିଜି ଷ୍ଟାଡିୟମରେ ପୂରା ଦର୍ଶକ ରହିବେ

ସିଡନୀ: ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଆୟୋଜନ ହେବାକୁ ଥିବା ଅନ୍ତିମ ଟି୨୦ ମ୍ୟାଚରେ ଷ୍ଟାଡିୟମରେ ପୂରା ଦର୍ଶକ ରହିବେ । ତେବେ ଡିସେମ୍ବର ୭ ତାରିଖରୁ ନୁ୍ୟ ସାଉଥ ୱେଲ୍ସ ସରକାର ସବୁ କଟକଣା ଉଠାଇ ଦେଇଥିବାରୁ ଏହି ମ୍ୟାଚରେ ଷ୍ଟାଡିୟମ ଭର୍ତ୍ତି ହେବ ବୋଲି ଆଶା କରାଯାଉଛି । ଅନ୍ୟପଟେ ସାରା ବିଶ୍ୱରେ କୋଭିଡ-୧୯ ମହାମାରୀ ପ୍ରକୋପ ଜାରି ରହିଥିବା ବେଳେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜରେ ମାତ୍ର ୫୦ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ ଦେଖିବାର ସୁଯୋଗ ମିଳିଥିଲା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular