ନୂଆଦିଲ୍ଳୀ: ବଲିଉଡ ଷ୍ଟାର ଶାହରୁଖ ଖାନ ଆମେରିକାରେ ଟି-୨୦ ଲିଗରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ ଏହା ପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗ ଏବଂ କାରାବିଆନ ପ୍ରିମିୟର ଲିଗରେ ତାଙ୍କର ଟିମ ରହିଛି । ସୂଚନା ଅନୁସାରେ, ଶାହରୁଖ ଲସଏଞ୍ଜଲର୍ସ ଫ୍ରାଞ୍ଚାଇଜ କିଣିଛନ୍ତି । ତେବେ ଏହାର ନାମ ପରିବତ୍ତନ କରି ଲସ ଆଞ୍ଜେଲସ ନାଇଟ ରାଇର୍ଡସ ରଖିଥିବାର ଜଣାପଡିଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0