spot_img

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଭୋପାଲ : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ନିଜ ଶରୀରରେ କିଛି ଦିନ ହେବ କୋରୋନା ଲକ୍ଷଣ ଦେଖିବା ପରେ ପରୀକ୍ଷା କରିଥିଲେ । ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ଏନେଇ ଟ୍ୱିଟ କରି ଜଣାଇଛନ୍ତି । ନିଜର କରୋନା ପଜିଟିଭ ଚିହ୍ନଟ ପରେ ସହଯୋଗୀମାନଙ୍କୁ ସେମାନଙ୍କର ଟେଷ୍ଟ କରିବା ପାଇଁ ଅନୁରୋଧ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular