ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିରରେ ଆଜି ଏଏସଆଇ ଟିମ ପହଞ୍ଜି ସ୍ଥିତିର ଅନୁଧ୍ୟାନ କରିଛି । ମନ୍ଦିର ସିଂହଦ୍ୱାର କବାଟ ମରାମତି, ଗର୍ଭଗୃହରେ ପାଣି ଗଳିବା ଘଟଣାରେ ଅନୁଧ୍ୟାନ କରିଛନ୍ତି ଟିମ୍ ।

ଅନେକ ସମୟରେ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର କବାଟ ମରାମତି ଓ ବର୍ଷା ଦିନେ ଗର୍ଭଗୃହରେ ପାଣି ଗଳୁଥିବା ନେଇ ଅଭିଯୋଗ ଆସୁଥିଲା । ତେବେ ଏନେଇ ଆଜି ଏଏସଆଇର ଏକ ସ୍ୱତନ୍ତ୍ର ଟିମ୍ ମନ୍ଦିରରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0