spot_img

ଏନସିବିରେ ହାଜର ହେଲେ ସିମୋନ ଖମ୍ବାଟା

ମୁମ୍ବାଇ: ଏନସିବିରେ ହାଜର ହେଲେ ଫ୍ୟାସନ ଡିଜାଇନର ସିମୋନ ଖମ୍ବାଟା । ବଲିଉଡ଼୍ ଡ୍ରଗ୍ସ ଲିଙ୍କ ମାମଲା ଓ ରିୟା ସୁଶାନ୍ତଙ୍କ ସହ ସମ୍ପର୍କ ନେଇ ସିମୋନଙ୍କୁ ଜେରା ହୋଇପାରେ । ରିୟାଙ୍କ ସହ ଡ୍ରଗ୍ସ ଚାଟ୍ ନେଇ ମଧ୍ୟ ଏନସିବି ଜେରା କରିବ । ଭୁବନେଶ୍ୱରରେ ଭଲ ଗଞ୍ଜେଇ ମିଳେ ବୋଲି ସିମୋନଙ୍କୁ ରିୟା କହିଥିଲେ । ଅଭିନେତ୍ରୀ ରାକୁଲ ପ୍ରୀତ ସିଂହଙ୍କୁ ଆଜି ହାଜର ହେବାକୁ ଏନସିବି ପକ୍ଷରୁ ସମନ କରାଯାଇଛି । ଆସନ୍ତାକାଲି ଦୀପିକା ପାଦୁକୋନ୍ ମଧ୍ୟ ହାଜର ହେବେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular